ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦୀ ଜଣେ ବଡ଼ ଦାବିଦାର : ଆସଲେ ଟୋଜେ

ନୂଆଦିଲ୍ଳୀ: ବୁଧବାର ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି ଯେ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସବୁଠାରୁ ବଡ ଦାବିଦାର। ଭାରତକୁ ଶାନ୍ତିର ଉତ୍ତାଧିକାରୀ ବୋଲି କହିବା ସହ ଏହା ଏକ ମହାଶକ୍ତି ହେବାକୁ ଯାଉଛି ବୋଲି ଟୋଜେ ମତ ରଖିଛନ୍ତି। ଏଥିସହ ସେ କହିଛନ୍ତି ବିଶ୍ବରେ ଯୁଦ୍ଧର ଅବସାନ ଘଟାଇ ଶାନ୍ତି ପ୍ରତିଷ୍ଠା କରିବା କ୍ଷମତା ରଖୁଥିବା ନେତାଙ୍କ ମଧ୍ୟରେ … Continue reading ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦୀ ଜଣେ ବଡ଼ ଦାବିଦାର : ଆସଲେ ଟୋଜେ